top of page
ଆଧ୍ୟାତ୍ମିକତା ବ୍ଲଗିଂଗ କାହିଁକି କରିବେ ?
ଆମ ସମାଜ ରେ ଆଧ୍ୟାତ୍ମିକତା ଶିକ୍ଷା ର ଆବଶ୍ୟକତା ଅଛି | କିନ୍ତୁ ଏହା ସ୍କୁଲ କଲେଜ ରେ ପଢା ହେଉନି, ଧୀରେ ଧୀରେ ଲୋପ ପାଉଛି |
ଚିନ୍ତାଧାରା ନେତୃତ୍ୱ ନେଇପାରିବେ |
ଜ୍ଞାନ ବଣ୍ଟନ କରି ସାମାଜିକ ବିକାଶ ରେ ଯୋଗୋଦାନ କରିପାରିବେ |
ପୁଣ୍ୟ ଅର୍ଜନ କରିପାରିବେ
ଆମ ସହିତ ବ୍ଲଗିଂଗ କାହିଁକି କରିବେ ?
ଏହାଦ୍ୱାରା ଆପଣଙ୍କୁ କଣ ଲାଭ ?
ବେଦିକ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଜ୍ଞାନ ର ଏକ ମାତ୍ର ପୂର୍ବଲିକ ପ୍ଲାଟଫର୍ମ |
ଅନ୍ୟ ସାମାଜିକ ପ୍ଲାଟଫର୍ମଗୁଡିକ ପାଇଁ ସହଜ କ୍ରସ୍ ଲିଙ୍କ୍ |
ଏକାଧିକ ଭାଷା ଉପଲବ୍ଧ |
ଆପଣଙ୍କ Published ବ୍ଲଗିଂଗ URL ଆଜୀବନ active ରହିବ |
ଏକ ସାମାଜିକ ପ୍ରଭାବ କରିବାକୁ କେବଳ 3-ଷ୍ଟେପ୍ |
ଲେଖନ୍ତୁ |
ଧର୍ମ ପ୍ରସଙ୍ଗ ବାଛନ୍ତୁ ଏବଂ ଲେଖିବା ଆରମ୍ଭ କରନ୍ତୁ |
ଦାଖଲ କରନ୍ତୁ |
ଆମର ବିଶେଷଜ୍ଞମାନଙ୍କୁ ସମୀକ୍ଷା କରିବାକୁ email or Whatsapp ରେ ପଠାନ୍ତୁ ଏବଂ
ଏହାକୁ ଆମେ SEO ଅନୁକୂଳ କରିବୁ |
ପ୍ରକାଶନ କରନ୍ତୁ |
ଆମେ ଆପଣଙ୍କ ନାମ ରେ ପ୍ରକାଶିତ କରିବୁ | ଏଥିରେ ଆମର କୌଣସି ଲାଭ ର ଆଶା ନାହିଁ | ଆପଣଙ୍କର ଆର୍ଟିକିଲର URL ବ୍ୟବହାର କରି ସୋସିଆଲ ମେଡିଆ ରେ ଲୋକପ୍ରିୟତା ଆଣନ୍ତୁ | ଏହି URL ଆଜୀବନ active ରହିବ |
ଯାହାକୁ ଆମେ ପ୍ରକାଶନ ପାଇଁ ସର୍ବଦା ପ୍ରସ୍ତୁତ
ପ୍ରାମାଣିକ ବିଷୟବସ୍ତୁ |
ଆଧୁନିକ ପ୍ରାସଙ୍ଗିକତା ସହିତ ବେଦିକ, ଭଗବତ୍ ଗୀତା ବିଷୟ |
ଚରିତ୍ର ନିର୍ମାଣ, ନେତୃତ୍ୱ ବିକାଶ, ପ୍ରକୃତିର ରକ୍ଷଣାବେକ୍ଷଣ, ପରସ୍ପରକୁ ସାହାଯ୍ୟ କରିବା ରେ ଇଶ୍ବର ବିଜ୍ଞାନ ର ଭୂମିକା |
ଯାହାକୁ ଆମେ ପ୍ରକାଶନ କରୁନାହୁଁ |
ପକ୍ଷପାତ ବିଷୟବସ୍ତୁ, ପୋଲିଟିକାଲ ମନ୍ତବ୍ୟ |
ବିବାଦୀୟ କିମ୍ବା ଲୁକ୍କାୟିତ ଏଜେଣ୍ଡା - ବ୍ୟକ୍ତିଗତ ଲାଭ ଏବଂ ବ୍ୟକ୍ତିଗତ ପ୍ରଶଂସା ଏବଂ ମନ୍ତବ୍ୟଗୁଡିକ |
ଅନ୍ୟମନାଙ୍କ କପିରାଇଟ୍ |
bottom of page