LRL EnterpriseNov 30, 20211 min readମାସ ମାର୍ଗଶିର Updated: Nov 30, 2022ମାସ ମାର୍ଗଶିର ମାସ ମାର୍ଗଶିର ପଡଇ ଶିଶିର ପ୍ରକୃତି ଦିଶେ ସୁନ୍ଦର (୧)ହେମନ୍ତ ପରଶେଚତୁର୍ଦିଗେ ଶୋଭା ଲାଗଇ ବଡ ମଧୁର (୨)ଚାଷୀର ଖେତରେ ସୁବର୍ଣ୍ଣର ଧାନ ମନରେ ଦିଏ ହରଷମହାଲକ୍ଷ୍ମୀଙ୍କର ଆଗମନ ପାଇଁଉଦିଷ୍ଟ ଯେ ଏହି ମାସ (୪)ଧନ ସମ୍ପଦରମହାରାଣୀ ସେ ଯେ ଢ଼ାଲିଦେବେ ସୁଭାଶିଷ (୫)ବିଷ୍ଣୁଙ୍କ ଘରଣୀସର୍ବ ସୁଲକ୍ଷଣୀ ପ୍ରତି ଗୃହେ ତାଙ୍କ ବାସ (୬)ବିଲ ଖଳାଠାରୁ ଘରବାଡ଼ି ସବୁ ପରିଷ୍କାର ପରିଛନ (୭)କଲ୍ୟାଣମୟୀ ସେ ଅନ୍ନଦାତା ମାତାସଭିଙ୍କୁ ଦିଅନ୍ତି ଅନ୍ନ (୮)ଘରେ ଘରେ ଶୁଭେ ଲକ୍ଷ୍ମୀ ଙ୍କ ପୁରାଣ ବଳରାମ ଦାସ କୃତ (୯)ନିୟମରେ ବନ୍ଧା ଓଡ଼ିଆ ସଂସ୍କୃତି ବରାମସେ ତେର ଯାତ (୧୦)ଓଡିଶା ର ଗର୍ବ ଗୌରବ ଅଟେ ମାଣବସା ଗୁରୁବାର (୧୧)ମାର୍ଗଶିର ଦିଏ ସମାଜକୁ ଶିକ୍ଷା ଭେଦ ଭାବ କରେ ଦୂର (୧୨) ସୁଶୀଳା ସାହୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଛତ୍ରପୁର Published by - LRL Enterprises Loving Real-life
ମାସ ମାର୍ଗଶିର ମାସ ମାର୍ଗଶିର ପଡଇ ଶିଶିର ପ୍ରକୃତି ଦିଶେ ସୁନ୍ଦର (୧)ହେମନ୍ତ ପରଶେଚତୁର୍ଦିଗେ ଶୋଭା ଲାଗଇ ବଡ ମଧୁର (୨)ଚାଷୀର ଖେତରେ ସୁବର୍ଣ୍ଣର ଧାନ ମନରେ ଦିଏ ହରଷମହାଲକ୍ଷ୍ମୀଙ୍କର ଆଗମନ ପାଇଁଉଦିଷ୍ଟ ଯେ ଏହି ମାସ (୪)ଧନ ସମ୍ପଦରମହାରାଣୀ ସେ ଯେ ଢ଼ାଲିଦେବେ ସୁଭାଶିଷ (୫)ବିଷ୍ଣୁଙ୍କ ଘରଣୀସର୍ବ ସୁଲକ୍ଷଣୀ ପ୍ରତି ଗୃହେ ତାଙ୍କ ବାସ (୬)ବିଲ ଖଳାଠାରୁ ଘରବାଡ଼ି ସବୁ ପରିଷ୍କାର ପରିଛନ (୭)କଲ୍ୟାଣମୟୀ ସେ ଅନ୍ନଦାତା ମାତାସଭିଙ୍କୁ ଦିଅନ୍ତି ଅନ୍ନ (୮)ଘରେ ଘରେ ଶୁଭେ ଲକ୍ଷ୍ମୀ ଙ୍କ ପୁରାଣ ବଳରାମ ଦାସ କୃତ (୯)ନିୟମରେ ବନ୍ଧା ଓଡ଼ିଆ ସଂସ୍କୃତି ବରାମସେ ତେର ଯାତ (୧୦)ଓଡିଶା ର ଗର୍ବ ଗୌରବ ଅଟେ ମାଣବସା ଗୁରୁବାର (୧୧)ମାର୍ଗଶିର ଦିଏ ସମାଜକୁ ଶିକ୍ଷା ଭେଦ ଭାବ କରେ ଦୂର (୧୨) ସୁଶୀଳା ସାହୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଛତ୍ରପୁର Published by - LRL Enterprises Loving Real-life
ମାଣବସା ଗୁରୁବାର🙏ମାଣବସା ଗୁରୁବାର🙏 କାର୍ତ୍ତିକ ସରିଲା ମାର୍ଗଶିର ହେଲା ଲକ୍ଷ୍ମୀ ପୂଜା ଆସିଗଲା, ଘରଦ୍ୱାର ସବୁ ଲିପାପୋଛା ହୋଇ ଦାଣ୍ଡେ ଝୋଟି ଚମକିଲା l Photo...
Comments